ଅର୍ଥ : କୌଣସି ନୂଆ ବସ୍ତୁ ତିଆରି କରିବା ବା ନୂଆ କଥା ଖୋଜି ବାହାରକରିବା
ଉଦାହରଣ :
ଟାଟା କାରର ଚାରିଟା ନୂଆ ମଡ଼େଲ ବାହାରିଛି
ସମକକ୍ଷ : ଆବିଷ୍କାର କରିବା
ଅନ୍ୟ ଭାଷାରେ ଅନୁବାଦ :
कोई नई वस्तु तैयार होना या नई बात का पता चलना।
टाटा से कार के चार नए मॉडल निकले हैं।Make something new, such as a product or a mental or artistic creation.
Her company developed a new kind of building material that withstands all kinds of weather.ଅର୍ଥ : ଅଲଗା ବା ପୃଥକ କରିବା
ଉଦାହରଣ :
ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
ସମକକ୍ଷ : ଅଲଗା କରିବା, ବାଛିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏଭଳି କୌଣସି ବସ୍ତୁ ତିଆରି କରିବା କିମ୍ବା ନୂଆ କଥା ବାହାର କରିବା ଯାହା କେହି ପ୍ରଥମେ ଜାଣି ନଥାନ୍ତି
ଉଦାହରଣ :
ଏଡିସନ୍ ବିଜୁଳୀ ଆବିଷ୍କାର କରିଥିଲେ
ସମକକ୍ଷ : ଆବିଷ୍କାର କରିବା, ଉଦ୍ଭାବନ କରିବା, ଖୋଜି ବାହାର କରିବା
ଅନ୍ୟ ଭାଷାରେ ଅନୁବାଦ :
कोई ऐसी नयी वस्तु तैयार करना या नई बात ढूँढ़ निकालना जो पहले किसी को मालूम न रही हो।
एडीसन ने बिजली का आविष्कार किया।ଅର୍ଥ : ପିନ୍ଧା ବସ୍ତୁକୁ ଖୋଲିବା
ଉଦାହରଣ :
ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
ଉଦାହରଣ :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
ସମକକ୍ଷ : କାଢ଼ିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭିତରେ ପଶିଥିବା ଜିନିଷକୁ ବାହାର କରିବା
ଉଦାହରଣ :
ବାରିକ ପାଦର କଣ୍ଟାକୁ ବାହାରକଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କଥାବସ୍ତୁଆଦି ଆରମ୍ଭ କରିବା
ଉଦାହରଣ :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ସମକକ୍ଷ : ଆରମ୍ଭ କରିବା, ଉଠାଇବା
ଅନ୍ୟ ଭାଷାରେ ଅନୁବାଦ :
Take the first step or steps in carrying out an action.
We began working at dawn.ଅର୍ଥ : ନିସ୍ତାର ବା ଉଦ୍ଧାର କରିବା
ଉଦାହରଣ :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
ସମକକ୍ଷ : ଉତ୍ତାରିବା, ଉଦ୍ଧାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାରି କରିବା ବା ପ୍ରଚଳନ କରିବା
ଉଦାହରଣ :
ସରକାର ନୂଆ ଡାକଟିକଟ ପ୍ରଚଳନ କଲେ
ସମକକ୍ଷ : ଜାରି କରିବା, ପ୍ରଚଳନ କରିବା
ଅନ୍ୟ ଭାଷାରେ ଅନୁବାଦ :
जारी करना या उपलब्ध कराना।
सरकार ने नया डाक टिकट निकाला है।ଅର୍ଥ : ଖୋଜିକରି ଆଗରେ ରଖିବା
ଉଦାହରଣ :
ପୋଲିସ ଚୋର ଘରୁ ଚୋରି ମାଲ ବାହାରକଲେ
ସମକକ୍ଷ : ଜବତ କରିବା
ଅନ୍ୟ ଭାଷାରେ ଅନୁବାଦ :
ढूँढ़कर सामने रखना।
पुलिस ने चोर के घर से चोरी के माल निकाले।ଅର୍ଥ : ରେଖା ପରି ସିଧାରେ ଦୂର ପର୍ଯ୍ୟନ୍ତ ଯାଇଥିବା ବସ୍ତୁର ନିର୍ମାଣ କରିବା
ଉଦାହରଣ :
ସରକାର ଏହି ବନ୍ଧରୁ ଆଉ ଏକ କେନାଲ ବାହାର କଲେ
ଅନ୍ୟ ଭାଷାରେ ଅନୁବାଦ :
रेखा के समान दूर तक जाने वाली वस्तु का निर्माण करना।
सरकार ने इस बाँध से एक और नई नहर निकाली।