ଅର୍ଥ : ତିନିରେ ଏକ ମିଶିଲେ ମିଳୁଥିବା ସଂଖ୍ୟା
ଉଦାହରଣ :
ତାଙ୍କର ଚାରୋଟି ଗାଡ଼ି ଅଛି
ସମକକ୍ଷ : ଚାରି
ଅନ୍ୟ ଭାଷାରେ ଅନୁବାଦ :
The cardinal number that is the sum of three and one.
4, four, foursome, iv, little joe, quadruplet, quartet, quatern, quaternary, quaternion, quaternity, tetradଅର୍ଥ : ଗଣନାରେ ଚାରି ପରେ ଆସୁଥିବା ସଂଖ୍ୟା
ଉଦାହରଣ :
ସେ ଦୌଡ଼ରେ ଚତୁର୍ଥ ସ୍ଥାନ ପାଇଲା
ଅନ୍ୟ ଭାଷାରେ ଅନୁବାଦ :
Coming next after the third and just before the fifth in position or time or degree or magnitude.
The quaternary period of geologic time extends from the end of the tertiary period to the present.