ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୋଡ଼ିଏରେ ତିନି ମିଶିଲେ ମିଳିଥିବା ସଂଖ୍ୟା
ଉଦାହରଣ : ଦଶ ଓ ତେର ମିଶି ତେଇଶି ହୁଏ
ସମକକ୍ଷ : ତେଇଶି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बीस और तीन के योग से प्राप्त संख्या।
The cardinal number that is the sum of twenty-two and one.
ଅର୍ଥ : କୋଡ଼ିଏ ଓ ତିନି
ଉଦାହରଣ : ଡଙ୍ଗାଉପରେ ତେଇଶ ଜଣ ଲୋକ ବସିଥିଲେ
ସମକକ୍ଷ : ତେଇଶ
बीस और तीन।
Being three more than twenty.
ସଂସ୍ଥାପନ କରନ୍ତୁ