ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଡ଼ିପୋ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଡ଼ିପୋ   ବିଶେଷ୍ୟ

ଅର୍ଥ : ବସ୍‌ ଯାତ୍ରାର ଆରମ୍ଭ ଓ ଶେଷ ସ୍ଥାନ ଯେଉଁଠାରେ ଯାତ୍ରୀମାନଙ୍କୁ ଛାଡ଼ିବା ଓ ନେବାର ବ୍ୟବସ୍ଥା ମଧ୍ୟ ଥାଏ

ଉଦାହରଣ : ସେ ବସଷ୍ଟାଣ୍ଡରେ ଘଣ୍ଟେକାଳ ସହରକୁ ଯାଉଥିବା ନିଜ ଗାଁ ବସ୍‌କୁ ଅପେକ୍ଷାକରି ରହିଲା

ସମକକ୍ଷ : ବସ୍‌ ଷ୍ଟାଣ୍ଡ


ଅନ୍ୟ ଭାଷାରେ ଅନୁବାଦ :

बसों के प्रारंभ होने व रुकने का अन्तिम स्थान जहाँ यात्रियों को छोड़ने या ले जाने की भी व्यवस्था होती हैं।

वह बस अड्डे पर एक घंटे से अपने शहर जानेवली बस का इंतज़ार कर रहा है।
डिपो, बस अड्डा, बस परिवहन स्थल, बस स्टेशन, बस स्टैंड, बसअड्डा, बसस्टैंड

A terminal that serves bus passengers.

bus depot, bus station, bus terminal, coach station