ଅର୍ଥ : ପଶୁମାନଙ୍କୁ ଚଲାଇବା ବା ହଟାଇବାପାଇଁ ଆଗକୁ ବଢ଼ାଇବା ବା ଏପଟ ସେପଟ କରିବା
ଉଦାହରଣ :
ବିଲରେ ଚରୁଥିବା ବଳଦକୁ ଗାଇଆଳ ଅଡ଼େଇଲା
ସମକକ୍ଷ :
ଅଡ଼େଇବା
ଅନ୍ୟ ଭାଷାରେ ଅନୁବାଦ :
जानवरों को चलाने या हटाने के लिए आगे बढ़ाना या इधर-उधर करना।
खेत चर रहे बैल को चरवाहे ने हाँका।
हाँकना