ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିସ୍ପାନୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିସ୍ପାନୀ   ବିଶେଷ୍ୟ

ଅର୍ଥ : ହିସ୍ପାନୀ ବର୍ଗର ବ୍ୟକ୍ତି ବା ସଦସ୍ୟ

ଉଦାହରଣ : ନିର୍ବାଚନ ସମୟରେ ଆମେରିକୀୟ ନେତାମାନେ ହିସ୍ପାନୀମାନଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରନ୍ତି


ଅନ୍ୟ ଭାଷାରେ ଅନୁବାଦ :

हिस्पानी वर्ग का व्यक्ति या सदस्य जिसकी मुख्य भाषा स्पेनी होती है।

चुनाव के समय अमेरीकी नेता हिस्पानियों को लुभाने की कोशिश करते हैं।
स्पेनिश अमेरिकन, स्पेनी अमरीकी, हिस्पानी, हिस्पानी अमरीकी, हिस्पैनिक अमेरिकन

ଅର୍ଥ : ଆମେରିକାର ସବୁଠୁ ବଡ଼ ଅଳ୍ପସଂଖ୍ୟକ ବର୍ଗ

ଉଦାହରଣ : ଆମେରିକା ଜନସଂଖ୍ୟାର ପ୍ରାୟ ପନ୍ଦର ପ୍ରତିଶତ ହେଉଛନ୍ତି ହିସ୍ପାନୀ ବର୍ଗ

ସମକକ୍ଷ : ହିସ୍ପାନୀ ବର୍ଗ, ହିସ୍ପାନୀ ସମୁଦାୟ


ଅନ୍ୟ ଭାଷାରେ ଅନୁବାଦ :

अमेरिका का सबसे बड़ा अल्पसंख्यक वर्ग।

अमेरिकी आबादी का लगभग पंद्रह प्रतिशत हिस्पानी है।
हिस्पानी, हिस्पानी वर्ग, हिस्पानी समुदाय