ଅର୍ଥ : ଛଳ-କପଟ ବା ଅନ୍ୟ କୌଣସି ପ୍ରକାର ଅନାଚାର କରିବା ଅବସ୍ଥା ବା ଭାବ
ଉଦାହରଣ :
ବେଇମାନୀ ଧନ କେବେ ରହେ ନାହିଁ
ସମକକ୍ଷ : ଅନ୍ୟାଅର୍ଜିତ, ବେଇମାନୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
ଉଦାହରଣ :
ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
ସମକକ୍ଷ : ଜାରଜ, ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା
ଅନ୍ୟ ଭାଷାରେ ଅନୁବାଦ :