ଅର୍ଥ : ଦୋଳାୟମାନ କରିବା
ଉଦାହରଣ :
ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଲାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଆମ୍ବ ତୋଳାଇବାପାଇଁ ମାଲିକ ଚାକରଦ୍ୱାରା ଗଛ ହଲାଇଲେ
ସମକକ୍ଷ : ଦୋହଲାଇବା
ଅନ୍ୟ ଭାଷାରେ ଅନୁବାଦ :
हिलाने का काम दूसरे से कराना।
आम तुड़वाने के लिए मालिक ने नौकर से पेड़ हिलवाया।ଅର୍ଥ : ହଲେଇବା
ଉଦାହରଣ :
ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି
ସମକକ୍ଷ : ଦୋହଲାଇବା, ଦୋହଲେଇବା, ହଲେଇବା
ଅନ୍ୟ ଭାଷାରେ ଅନୁବାଦ :
हरकत देना या कुछ ऐसा करना जिससे कुछ या कोई हिले या किसी को हिलने में प्रवृत्त करना।
श्याम फल तोड़ने के लिए पेड़ की डाली को हिला रहा है।