ଅର୍ଥ : ସ୍ଥାନ ଛାଡ଼ିବାକୁ ବାଧ୍ୟ କରିବା
ଉଦାହରଣ :
ବ୍ୟବସ୍ଥାପକ କେତେକ କର୍ମଚାରୀମାନଙ୍କୁ ସେମାନଙ୍କ ପଦରୁ ହଟେଇଲେ
ସମକକ୍ଷ : ଛଟେଇକରିବା, ବାହାରକରିବା
ଅନ୍ୟ ଭାଷାରେ ଅନୁବାଦ :
किसी कार्य या पद पर नियुक्त व्यक्ति को उसके पद या कार्य से अलग करना।
व्यवस्थापक ने कुछ भ्रष्ट कर्मचारियों को उनके पद से हटाया।Remove from a position or an office.
removeଅର୍ଥ : ପ୍ରଥା ଆଦିର ଅନ୍ତ କରିବା
ଉଦାହରଣ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସମକକ୍ଷ : ଉଚ୍ଛେଦକରିବା, ଉଠେଇବା, ବନ୍ଦକରିବା, ସମାପ୍ତକରିବା
ଅନ୍ୟ ଭାଷାରେ ଅନୁବାଦ :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।ଅର୍ଥ : ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ରଖିବା
ଉଦାହରଣ :
ଚୌକିଗୁଡ଼ିକୁ ଏଠାରୁ ସେଠାକୁ ଘୁଞ୍ଚାଅ ନାହିଁ
ସମକକ୍ଷ : ଘୁଞ୍ଚାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଧିକ ମାନ, ସଂଖା ଆଦିରୁ ଛୋଟ ମାନ ବା ସଂଖ୍ୟା ଆଦି ବାହାରକରି ଅଲଗା କରିବା
ଉଦାହରଣ :
ସେ ହିସାବ କରିବାପାଇଁ ପନ୍ଦରରୁ ସାତ ଫେଡ଼ିଲା
ସମକକ୍ଷ : ଫେଡ଼ିବା, ବିଯୁକ୍ତ କରିବା, ବିୟୋଗକରିବା
ଅନ୍ୟ ଭାଷାରେ ଅନୁବାଦ :