ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ସ୍ୱୀକାର କରିବା ଯୋଗ୍ୟ
ଉଦାହରଣ : ଆପଣଙ୍କ ପ୍ରସ୍ତାବ ସ୍ୱୀକାର୍ଯ୍ୟ
ସମକକ୍ଷ : ଗ୍ରହଣୀୟ, ଗ୍ରାହ୍ୟ, ସ୍ୱୀକାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो स्वीकार करने के योग्य हो।
ଅର୍ଥ : ଯେ ଅନ୍ୟର କଥା ଆଦିର ଯଥାର୍ଥତାକୁ ସ୍ୱୀକାର କରେ
ଉଦାହରଣ : ମୁଁ ଆପଣଙ୍କ ସାହାସିକତାକୁ ସ୍ୱୀକାର୍ଯ୍ୟ
ସମକକ୍ଷ : ସ୍ୱୀକାର୍ଯ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दूसरे की बात आदि की यथार्थता को स्वीकार करनेवाला।
Having a strong belief or conviction.
ସଂସ୍ଥାପନ କରନ୍ତୁ