ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ବର୍ଣ୍ଣ-ଜୟନ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : କୌଣସି ବ୍ୟକ୍ତି,ସଂସ୍ଥା ଆଦି ବା କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟର ଜନ୍ମ ବା ଆରମ୍ଭ ହେବାର ପଚାଶ ବର୍ଷ ପୂର୍ଣ୍ଣ ହେବା ଅବସରରେ ପାଳନ କରାଯିବା ଜୟନ୍ତୀ

ଉଦାହରଣ : ଭାରତ ନିଜ ସ୍ବାଧୀନତା ପ୍ରାପ୍ତିର ସ୍ବର୍ଣ୍ଣ-ଜୟନ୍ତୀ ୧୯୯୭ ମସିହା ଅଗଷ୍ଟ ୧୫ତାରିଖରେ ପାଳନ କରିଥିଲା

ସମକକ୍ଷ : ଗୋଲ୍ଡେନ୍ ଜୁବୁଲି


ଅନ୍ୟ ଭାଷାରେ ଅନୁବାଦ :

किसी व्यक्ति, संस्था आदि या किसी महत्त्वपूर्ण कार्य के जन्म या आरम्भ होने के पचास वर्ष पूरे होने पर मनाई जाने वाली जयंती।

भारत ने अपनी स्वतंत्रता प्राप्ति की स्वर्ण-जयंती 15 अगस्त 1997 को मनाई थी।
गोल्डन जुबली, गोल्डेन जुबली, पचासवीं जयंती, पचासवीं जयन्ती, पचासवीं वर्षगाँठ, पचासवीं वर्षगांठ, स्वर्ण जयंती, स्वर्ण जयन्ती, स्वर्ण-जयंती, स्वर्ण-जयन्ती

A special anniversary (or the celebration of it).

jubilee