ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଧକଧକ ହେବାର କ୍ରିୟା ବା ଭାବ
ଉଦାହରଣ : ବ୍ୟାୟାମ ଶେଷରେ ଚୌକିରେ ବସିବାକ୍ଷଣି ଶରୀରର ଧକଧକ ବନ୍ଦ ହେଲା
ସମକକ୍ଷ : ଧକଧକ
ଅନ୍ୟ ଭାଷାରେ ଅନୁବାଦ :हिन्दी
मरमराने की क्रिया या भाव।
ଅର୍ଥ : ରହିରହି ଧୀରେଧୀରେ ହଲିବା ବା କମ୍ପିବା ପ୍ରକ୍ରିୟା
ଉଦାହରଣ : ବୈଦ୍ୟ ନାଡ଼ିର ସ୍ପନ୍ଦନ ଦେଖି ହିଁ ରୋଗର ଲକ୍ଷଣ ଜାଣିପାରନ୍ତି
ସମକକ୍ଷ : କମ୍ପନ, ପ୍ରକମ୍ପନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
रह-रहकर धीरे-धीरे हिलने या काँपने की क्रिया।
A shaky motion.
ସଂସ୍ଥାପନ କରନ୍ତୁ