ଅର୍ଥ : ସେହି ଜୀବ ଯାହା ଜନ୍ମ ନେଲା ପରେ ନିଜ ମାଆ ଦୁଧ ପିଇ ବଢ଼େ ଏବଂ ଯାହା ଶରୀରରେ ବାଳ ଥାଏ
ଉଦାହରଣ :
ମନୁଷ୍ୟ ଏକ ସ୍ତନ୍ୟପାୟୀ ଜୀବ
ସମକକ୍ଷ : ସ୍ତନପାୟୀ ଜୀବ, ସ୍ତନ୍ୟପାୟୀ ପ୍ରାଣୀ
ଅନ୍ୟ ଭାଷାରେ ଅନୁବାଦ :
वे जीव जो जन्म लेने पर अपनी माता का दूध पीकर पलते हैं और जिनके शरीर पर बाल पाये जाते हैं।
मनुष्य एक स्तनपायी जन्तु है।