ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
ଉଦାହରଣ : ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ସମକକ୍ଷ : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭଙ୍ଗା, ଭୁଷୁଡ଼ିପଡ଼ିଥିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो गिर या ढह गया हो।
Torn down and broken up.
ଅର୍ଥ : ନିଜ ସ୍ଥାନ, ପ୍ରତିଜ୍ଞା, ସିଦ୍ଧାନ୍ତଆଦିରେ ଅସ୍ଥିର
ଉଦାହରଣ : ସେ ନିଜ ମାର୍ଗରେ ବିଚଳିତ
ସମକକ୍ଷ : ଅସ୍ଥିର, ବିଚଳିତ, ବିଚ୍ୟୁତ
अपने स्थान, प्रतिज्ञा, सिद्धान्त आदि से हटा हुआ।
Having the attention diverted especially because of anxiety.
ଅର୍ଥ : ଖସିପଡ଼ିଥିବା ବା ଗଡ଼ି ଆସି ଥିବା
ଉଦାହରଣ : ପର୍ବତରୁ ସ୍ଖଳିତ ଭୂଖଣ୍ଡଦ୍ୱାରା ଏହି ପାହାଡ଼ିଆ ରାସ୍ତା ବନ୍ଦ ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
खिसका या फिसला हुआ।
ସଂସ୍ଥାପନ କରନ୍ତୁ