ଅର୍ଥ : ଏଭଳି ବ୍ୟବହାର ଯେଉଁଥିରେ କାହାରି କିଛି କାମ ବା ସୁବିଧା କରି ତା ବଦଳରେ ତାଙ୍କଠାରୁ ନିଜର କିଛି କାମ ବା ସୁବିଧା କରାଇନେବା
ଉଦାହରଣ :
ତାଙ୍କୁ ସୌଦା ଭଲ ଲାଗିଲା ନାହିଁ
ସମକକ୍ଷ : ଡିଲ୍
ଅନ୍ୟ ଭାଷାରେ ଅନୁବାଦ :
ऐसा व्यवहार जिसमें किसी का कोई काम या हित करके उसके बदले में उससे अपना कोई काम या हित कराया जाता हो।
उन्हें सौदा अच्छा नहीं लगा।