ଅର୍ଥ : ଏକ ଗଛ ଯେଉଁଥିରେ ହଳଦିଆ ଫୁଲ ହୁଏ ଏବଂ ଯାହାର ମଞ୍ଜିରୁ ତେଲ ବାହାର କରାଯାଏ
ଉଦାହରଣ :
ସୋରିଷ କ୍ଷେତର ଫୁଲ ମନକୁ ପ୍ରଲୋଭିତ କରେ
ଅନ୍ୟ ଭାଷାରେ ଅନୁବାଦ :
Any of several cruciferous plants of the genus Brassica.
mustardଅର୍ଥ : ଏକ ପ୍ରକାରର ତୈଳବୀଜ
ଉଦାହରଣ :
ତେଲ ବାହାର କରିବାପାଇଁ ସେ ଘଣାରେ ସୋରିଷ ପେଡ଼ୁଛି
ସମକକ୍ଷ : ରାଇ
ଅନ୍ୟ ଭାଷାରେ ଅନୁବାଦ :
Black or white seeds ground to make mustard pastes or powders.
mustard seed