ଅର୍ଥ : ଏକ୍କା, ବଳଦ ଗାଡି ଆଦିର ବମ ବା ଜୁଆଳିରେ ଥିବା କଣାରେ ଭର୍ତ୍ତି କରାଯାଉଥିବା ବାଡି
ଉଦାହରଣ :
ଯୁଗ କୀଳକରେ ଯୋଚା ହୋଇଥିବା ପଶୁ ବନ୍ଧା ବା ଛନ୍ଦା ହୋଇଥାଆନ୍ତି ଯେଉଁ କାରଣରୁ ଗାଡି ଆଦିରେ ଯୋଚା ହୋଇଥିବା ପଶୁ ନିୟନ୍ତ୍ରଣରେ ରହନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସନ୍ୟାସିନୀ ବା ସନ୍ୟାସୀ ରହୁଥିବା ଛୋଟ ବଖରା
ଉଦାହରଣ :
ସନ୍ୟାସିନୀ ସେଲର ବାହାରେ ବସି ଚିନ୍ତା କରୁଛନ୍ତି
ସମକକ୍ଷ : ମଠ-କକ୍ଷ
ଅନ୍ୟ ଭାଷାରେ ଅନୁବାଦ :