ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନାକ ଦ୍ୱାରା ଧିରେଧିରେ ସଡ଼ସଡ଼ ଶବ୍ଦ କରି ଉପରକୁ ଟାଣିବା
ଉଦାହରଣ : ଛୋଟ ଛୁଆ ପୁଡ଼ା ସୁଡ଼ୁକୁଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
नाक से धीरे-धीरे सुड़-सुड़ शब्द करते हुए ऊपर खींचना।
Inhale audibly through the nose.
ଅର୍ଥ : ମୁହଁ ଦ୍ୱାରା ଧିରେ ଧିରେ ସଡ଼ସଡ଼ ଶବ୍ଦ କରି ପିଇବା
ଉଦାହରଣ : ସେ ଚା ସୁଡ଼ୁକୁଛି
ସମକକ୍ଷ : ସୁରୁକିବା
मुख से धीरे-धीरे सुड़-सुड़ शब्द करते हुए पीना या खाना।
Eat noisily.
ସଂସ୍ଥାପନ କରନ୍ତୁ