ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁପରିବାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁପରିବାହୀ   ବିଶେଷ୍ୟ

ଅର୍ଥ : ଯେଉଁ ବସ୍ତୁ ନିଜ ମାଧ୍ୟମରେ ବିଦ୍ୟୁତ୍, ତାପଆଦି ପ୍ରବାହିତ ହେବାରେ ସାହାଯ୍ୟ କରେ

ଉଦାହରଣ : ବିଦ୍ୟୁତ୍ ସୁପରିବାହୀମାନଙ୍କ ମଧ୍ୟରେ ତମ୍ବା ହିଁ ସର୍ବୋତ୍କୃଷ୍ଟ


ଅନ୍ୟ ଭାଷାରେ ଅନୁବାଦ :

वह वस्तु जो अपने में से होकर विद्युत, ताप आदि को प्रवाहित होने देती है।

विद्युत के सुचालकों में तांबा का नाम सर्वप्रथम लिया जाता है।
सुचालक

A device designed to transmit electricity, heat, etc..

conductor

ସୁପରିବାହୀ   ବିଶେଷଣ

ଅର୍ଥ : ଯେ ବହନ ବା ପ୍ରବାହିତ କରିବା ନିମନ୍ତେ ଉତ୍ତମ

ଉଦାହରଣ : ତମ୍ବା ବିଜୁଳିର ସୁପରିବାହୀ


ଅନ୍ୟ ଭାଷାରେ ଅନୁବାଦ :

जो वहन या प्रवाहित करने के लिए उत्तम हो।

ताँबा विद्युत का सुचालक है।
सुचालक

Having the quality or power of conducting heat or electricity or sound. Exhibiting conductivity.

conductive