ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଦ୍ଧିଦାତ୍ରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଦ୍ଧିଦାତ୍ରୀ   ବିଶେଷ୍ୟ

ଅର୍ଥ : ପ୍ରତ୍ୟେକ ପ୍ରକାର ସିଦ୍ଧି ପ୍ରଦାନକାରିଣୀ ଦୁର୍ଗାଙ୍କ ନବରୂପମଧ୍ୟରୁ ଏକ ରୂପ

ଉଦାହରଣ : ସିଦ୍ଧିଦାତ୍ରୀଙ୍କ ପୂଜା ନବରାତ୍ରିର ନବମୀ ଦିନ କରାଯାଇଥାଏ


ଅନ୍ୟ ଭାଷାରେ ଅନୁବାଦ :

दुर्गा के नवरूपों में से एक जो सब प्रकार की सिद्धियाँ प्रदान करती हैं।

सिद्धिदात्री की पूजा नवरात के नौवें दिन होती है।
सिद्धिदात्री