ଅର୍ଥ : ଗୋଟିଏ ସଫେଦ, ଓଜନିଆ ଏବଂ ଚକ୍ମକ୍ କରୁଥିବା ଧାତୁ ଯାହା ସାଧାରଣତଃ ଦ୍ରବ ରୂପରେ ଥାଏ
ଉଦାହରଣ :
ପାରଦ ଏଭଳି ଏକ ଧାତୁ ଯାହା ଦ୍ରବ ଅବସ୍ଥାରେ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
एक सफेद, बहुत वजनी और चमकीली धातु जो साधारणतः द्रव रूप में रहती है।
पारा ही एक ऐसी धातु है जो द्रव अवस्था में पायी जाती है।A heavy silvery toxic univalent and bivalent metallic element. The only metal that is liquid at ordinary temperatures.
atomic number 80, hg, hydrargyrum, mercury, quicksilver