ଅର୍ଥ : ଯେଉଁ ବେଣ୍ଟଯୁକ୍ତ ପାତ୍ରଦ୍ୱାରା ଫୁଲ ଇତ୍ୟାଦିରେ ପାଣି ଛିଞ୍ଚା ଯାଏ
ଉଦାହରଣ :
ମାଳୀ ସିଞ୍ଚନପାତ୍ର ଦ୍ୱାରା ଫୁଲ ସିଞ୍ଚନ କରୁଛି
ସମକକ୍ଷ : ହଜାରମୁଖୀ
ଅନ୍ୟ ଭାଷାରେ ଅନୁବାଦ :
A container with a handle and a spout with a perforated nozzle. Used to sprinkle water over plants.
watering can, watering potଅର୍ଥ : ଛିଞ୍ଚିବା ପାଇଁ ପ୍ରଯୁକ୍ତ ପାତ୍ର
ଉଦାହରଣ :
ସେ ସିଞ୍ଚନପାତ୍ରରେ ଫୁଲ ଗଛରେ ପାଣିଦିଏ
ଅନ୍ୟ ଭାଷାରେ ଅନୁବାଦ :