ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସିଙ୍ଘିମାଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସିଙ୍ଘିମାଛ   ବିଶେଷ୍ୟ

ଅର୍ଥ : ଯେଉଁ ମାଛ ଦେହରେ ତିନିଟା କଣ୍ଟା ଥାଏ

ଉଦାହରଣ : କେଉଟ ପାଣିରେ ପହଁରୁଥିବା ସିଙ୍ଗିମାଛକୁ ସହଜରେ ଧରିପକାଇଲା

ସମକକ୍ଷ : ସିଙ୍ଗିମାଛ


ଅନ୍ୟ ଭାଷାରେ ଅନୁବାଦ :

एक प्रकार की मछली जिसके शरीर में तीन काँटे होते हैं।

मल्लाह ने पानी में तैर रहे टेंगरे को आसनी से पकड़ लिया।
टेंगड़ा, टेंगना, टेंगर, टेंगरा