ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : (ବିଶେଷକରି ସୈନ୍ୟମାନଙ୍କ କ୍ଷେତ୍ରରେ) ସିଧା ଠିଆହୋଇ ଡାହାଣ ହାତ ମୁଣ୍ଡପାଖକୁ ନେଇ କରାଯାଉଥିବା ଏକ ପ୍ରକାର ଅଭିବାଦନ
ଉଦାହରଣ : ସିପାହୀ ତା ଉଚ୍ଚଅଧିକାରୀଙ୍କୁ ସାଲ୍ୟୁଟ କଲା
ଅନ୍ୟ ଭାଷାରେ ଅନୁବାଦ :हिन्दी English
(विशेषकर सैन्य क्षेत्र में) एक प्रकार का अभिवादन जिसमें सीधे खड़े होकर दाहिने हाथ को सर के पास ले जाते हैं।
A formal military gesture of respect.
ସଂସ୍ଥାପନ କରନ୍ତୁ