ଅର୍ଥ : ଦେହର ଉପରିଭାଗ ମଖମଲଭଳି ନରମ ଓ ଚିକଚିକ ହେଉଥିବା ଲାଲ ରଙ୍ଗର ଏକ ପୋକ
ଉଦାହରଣ :
ପିଲାଦିନେ ଆମେ ସାଧବବୋହୂ ପୋକକୁ ହାତ ପାପୁଲିରେ ରଖି ଖେଳୁଥିଲୁ
ସମକକ୍ଷ :
ସାଧବବୋହୂ
ଅନ୍ୟ ଭାଷାରେ ଅନୁବାଦ :
एक लाल रंग का कीड़ा जिसका ऊपरी भाग मखमल की तरह नरम और चमकदार होता है।
बचपन में हम मखमली कीट को हथली पर रखकर खेला करते थे।
मखमली कीट