ଅର୍ଥ : ଯିଏ ସାଥିରେ ରହେ
ଉଦାହରଣ :
ମୋର ସମସ୍ତ ସାଥୀ ଘରକୁ ଚାଲିଗଲେଣି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
ଉଦାହରଣ :
ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
ଅନ୍ୟ ଭାଷାରେ ଅନୁବାଦ :