ଅର୍ଥ : ଯେଉଁ କାମକୁ ସହଜ ଭାବରେ କରାଯାଇପାରିବ
ଉଦାହରଣ :
ଛୋଟଛୋଟ ଛୁଆମାନଙ୍କୁ ପଢ଼ାଇବା ସହଜ କାର୍ଯ୍ୟ ନୁହେଁ
ସମକକ୍ଷ : ସରଳ କର୍ମ, ସରଳ କାମ, ସରଳ କାର୍ଯ୍ୟ, ସହଜ କାମ, ସହଜ କାର୍ଯ୍ୟ, ସାଧନ କାର୍ଯ୍ୟ, ସୁବୋଧ୍ୟ
ଅନ୍ୟ ଭାଷାରେ ଅନୁବାଦ :
Any undertaking that is easy to do.
Marketing this product will be no picnic.