ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ପୁରୁଷ ସହିତ ମିତ୍ର ବା ପତ୍ନୀ ରୂପେ, ବା କୌଣସି ସ୍ତ୍ରୀ ସହିତ ମିତ୍ର ରୂପରେ ରହୁଥିବା ସ୍ତ୍ରୀ
ଉଦାହରଣ : ପତ୍ନୀ ପତିର ଜୀବନ ସହଚରୀ ହୋଇଥାଏ
ସମକକ୍ଷ : ସଙ୍ଗିନୀ, ସାଥୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
साथ रहने वाली स्त्री।
Any female friend.
ଅର୍ଥ : ମହିଳା ମିତ୍ର
ଉଦାହରଣ : ଗୀତା ଆଜି ତା ବାନ୍ଧବୀକୁ ଭେଟିବାପାଇଁ ଯାଉଛି
ସମକକ୍ଷ : ବାନ୍ଧବୀ, ସଖୀ, ସାଙ୍ଗ, ସାଥୀ
महिला मित्र।
ସଂସ୍ଥାପନ କରନ୍ତୁ