ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ଛିଦ୍ର ବା ରନ୍ଧ୍ର ଥାଏ
ଉଦାହରଣ : ସ୍ପଂଜ ଗୋଟିଏ ସରନ୍ଧ୍ର ଜୀବ
ସମକକ୍ଷ : ଛିଦ୍ରିତ, ସଛିଦ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
जिसमें छिद्र या रंध्र हो।
Full of pores or vessels or holes.
ସଂସ୍ଥାପନ କରନ୍ତୁ