ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶେଷକରି ପ୍ରାକୃତିକ ଏବଂ ଲମ୍ବା ଚୌଡ଼ା ଜଳାଶୟ
ଉଦାହରଣ : ସେ ଜଳାଶୟରେ ଗାଧୋଉଛି
ସମକକ୍ଷ : ଜଳାଶୟ, ସରୋବର
ଅନ୍ୟ ଭାଷାରେ ଅନୁବାଦ :हिन्दी English
लम्बा-चौड़ा जलाशय विशेषकर प्राकृतिक।
A body of (usually fresh) water surrounded by land.
ଅର୍ଥ : ଅଧିକ ସମୟ ପର୍ଯ୍ୟନ୍ତ ଗରମ କରାଯାଉଥିବା ଦୁଧ ଉପରେ ଜମା ହେଉଥିବା ସାର ଅଂଶ
ଉଦାହରଣ : ବିଲେଇ ସବୁ ସର ଖାଇ ଗଲା
ସମକକ୍ଷ : ମଲେଇ
देर तक गरम किए हुए दूध के ऊपर जमा हुआ सार भाग।
The part of milk containing the butterfat.
ଅର୍ଥ : ଯେଊଁ ଗଡ଼ିଆ ବା ଜଳଭଣ୍ଡାରର ଆକାର ଛୋଟ
ଉଦାହରଣ : ସେ ପୋଖରୀରୁ ମାଛ ଧରୁଛି
ସମକକ୍ଷ : ପୁଷ୍କରିଣୀ, ପୋଖରୀ, ସରସୀ, ସରୋବର
वह तालाब या पोखर जो आकार में छोटा हो।
A small lake.
ଅର୍ଥ : କ୍ଷୀର କିମ୍ବା ଦହି ଉପରେ ଜମୁଥିବା ସ୍ତର
ଉଦାହରଣ : ଗରମ କ୍ଷୀର ଉପରେ ମୋଟା ସର ପଡ଼ିଛି
ସଂସ୍ଥାପନ କରନ୍ତୁ