ଅର୍ଥ : କାହାରି ନିୟନ୍ତ୍ରଣରେ ଥିବା ସାଧନ ବୋଲି ବୁଝାଯାଉଥିବା ସମୟସୀମା
ଉଦାହରଣ :
ମୋ ପାଖରେ ଖାଦ୍ୟ ଖାଇବାପାଇଁ ସମୟ ନାହିଁମୋର ଅଧିକାଂଶ ସମୟ ଆପଣଙ୍କ ଏହି କାମରେ ଚାଲିଗଲା
ସମକକ୍ଷ : ବେଳ
ଅନ୍ୟ ଭାଷାରେ ଅନୁବାଦ :
A period of time considered as a resource under your control and sufficient to accomplish something.
Take time to smell the roses.ଅର୍ଥ : ଏକ ଅନିଶ୍ଚିତ କାଳ
ଉଦାହରଣ :
ସେ ନିଜ ସମୟରେ ଜଣେ ଶ୍ରେଷ୍ଠ କଳାକାର ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An indefinite period (usually marked by specific attributes or activities).
The time of year for planting.ଅର୍ଥ : ମିନିଟ୍, ଘଣ୍ଟା, ବର୍ଷଆଦିରେ ମପାଯାଉଥିବା ଦୂରତା ବା ଗତି ଯେଉଁଥିରେ ଭୂତ ବର୍ତ୍ତମାନଆଦିର କଳନା ହୁଏ
ଉଦାହରଣ :
ସମୟ କାହାରିକୁ ଅପେକ୍ଷା କରେ ନାହିଁ ଆପଣ କେଉଁ ଯୁଗର କଥା କହୁଛନ୍ତି ସମୟ କେମିତି କଟୁଛି,କିଛି ଜଣା ପଡ଼ୁନାହିଁ ସେ କିଛି ସମୟ ନିମନ୍ତେ ଏଠାକୁ ବି ଆସିଥିଲେ
ସମକକ୍ଷ : ଅବସର, କାଳ, ଦିନ, ବେଳା, ଯୁଗ
ଅନ୍ୟ ଭାଷାରେ ଅନୁବାଦ :
मिनटों, घंटों, वर्षों आदि में नापी जाने वाली दूरी या गति जिससे भूत, वर्तमान आदि का बोध होता है।
समय किसी का इंतजार नहीं करता।An amount of time.
A time period of 30 years.ଅର୍ଥ : ସାଂସ୍କୃତିକ ଇତିହାସରେ ସେହି କାଳ-ମାନ ଯାହା ସମୟ ଏବଂ ଅବସ୍ଥା ଆଦି ଦୃଷ୍ଟିରୁ ନିଜର ଏକ ପରିଭାଷ୍ୟ ବା ମହତ୍ତ୍ୱପୂର୍ଣ୍ଣ ସ୍ଥାନ ନିର୍ଦ୍ଧାରଣ କରେ
ଉଦାହରଣ :
ମୁଁ ଆପଣଙ୍କୁ ଭାରତେନ୍ଦୁ ଯୁଗର ଗୋଟିଏ ଲେଖା ଶୁଣାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବହୁତ ଅଧିକ ସମୟ
ଉଦାହରଣ :
ଅପେକ୍ଷାରେ ତାଙ୍କର ଦିନ ସରିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସମୟ ମଧ୍ୟରେ କୌଣସି ବ୍ୟକ୍ତିର ଜୀବନକାଳ ଅନ୍ତର୍ଭୁକ୍ତ
ଉଦାହରଣ :
ରାଜାଙ୍କ ଅନ୍ତିମ ସମୟ ବହୁତ କଷ୍ଟପ୍ରଦ ଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନୁଭବରେ ସର୍ବଦା ବୁଡ଼ି ରହିବାର ଭାବ ଯେଉଁଥିରେ ଘଟଣା ବର୍ତ୍ତମାନ ଜରିଆରେ ଭବିଷ୍ୟତରୁ ଅତୀତକୁ ଯାଏ
ଉଦାହରଣ :
ତାଙ୍କର ଏମାସପରେ ଭଲ ସମୟ ଆସିବ
ଅନ୍ୟ ଭାଷାରେ ଅନୁବାଦ :
The continuum of experience in which events pass from the future through the present to the past.
He waited for along time.ଅର୍ଥ : ବର୍ଷର ଯେଉଁ ସମୟାବଧି କୌଣସି ବିଶେଷ କ୍ଷେତ୍ରରେ କିଛି ବିଶେଷ ଘଟଣା ବା କାମପାଇଁ ଚିହ୍ନିତ
ଉଦାହରଣ :
ହୋଲି ବେଳ ଆସୁଛି
ଅନ୍ୟ ଭାଷାରେ ଅନୁବାଦ :
A period of the year marked by special events or activities in some field.
He celebrated his 10th season with the ballet company.ଅର୍ଥ : କାହାରିକୁ ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ବା ଆପଣା ଦାୟିତ୍ୱ ପୁରା କରିବା ନିମନ୍ତେ ମିଳୁଥିବା ସମୟ
ଉଦାହରଣ :
ଋଣ ଦାଖଲ କରିବା ନିମନ୍ତେ ଆପଣଙ୍କୁ ଚାରି ଦିନର ମହଲତ ଦିଆଯାଉଛି
ସମକକ୍ଷ : ମହଲତ
ଅନ୍ୟ ଭାଷାରେ ଅନୁବାଦ :