ଅର୍ଥ : ବ୍ୟାକରଣର ନିୟମ ଅନୁସାରେ ଦୁଇଟି ଶବ୍ଦ ମିଶି ଗୋଟିଏ ହେବାର ପ୍ରକ୍ରିୟା
ଉଦାହରଣ :
ଅବ୍ୟୟୀଭାବ,କର୍ମଧାରୟ,ତତ୍ପୁରୁଷ,ଦ୍ୱନ୍ଦ,ଦ୍ୱିଗୁ ଏବଂ ବହୁବ୍ରୀହି ଏଭଳି ଛଅପ୍ରକାର ସମାସ ରହିଛି
ଅନ୍ୟ ଭାଷାରେ ଅନୁବାଦ :
व्याकरण के नियमों के अनुसार दो शब्दों का मिलकर एक होने की क्रिया।
अव्ययीभाव,समाधिकरण,तत्पुरुष,द्वंद्व,द्विगु और बहुब्रिही,समास के ये छः प्रकार होते हैं।