ଅର୍ଥ : ଭଲ ଭାବରେ ବ୍ୟବସ୍ଥିତ ବା ଯେ ଭଲ ଭାବରେ ବିନ୍ୟସ୍ତ
ଉଦାହରଣ :
ଏଣେତେଣେ ପଡ଼ିଥିବା ସବୁ ଜିନିଷକୁ ସେ ସଜାଡ଼ି ଦେଲା
ସମକକ୍ଷ : ସୁବିନ୍ୟସ୍ତ, ସୁବ୍ୟବସ୍ଥିତ
ଅନ୍ୟ ଭାଷାରେ ଅନୁବାଦ :
अच्छी तरह से व्यवस्थित या जो अच्छी तरह से विन्यस्त हो।
सुव्यवस्थित घर को देखकर गृहणी की सुघड़ता प्रतीत होती है।