ଅର୍ଥ : ବନ୍ଧୁକ ମୁଣ୍ଡରେ ଲଗା ଯାଇଥିବା ଲମ୍ବା ଛୁରୀ
ଉଦାହରଣ :
ପଳାଉଥିବା ଚୋର ପିଠିରେ ସିପାହି ଜଣକ ସଙ୍ଗୀନ ଭୁସି ଦେଲା
ଅନ୍ୟ ଭାଷାରେ ଅନୁବାଦ :
वह किरच जो बंदूक के सिरे पर लगी रहती है।
सिपाही ने भागते हुए चोर की पीठ में संगीन घोंप दिया।
बेनट,
संगीन
A knife that can be fixed to the end of a rifle and used as a weapon.
bayonet