ଅର୍ଥ : ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି
ଉଦାହରଣ :
ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ
ଅନ୍ୟ ଭାଷାରେ ଅନୁବାଦ :
An artistic form of auditory communication incorporating instrumental or vocal tones in a structured and continuous manner.
musicଅର୍ଥ : ସଙ୍ଗୀତ ସମ୍ବନ୍ଧୀୟ ପ୍ରକ୍ରିୟା
ଉଦାହରଣ :
ଗାୟନ,ବାଦନ ଆଦି ସଙ୍ଗୀତାତ୍ମକ ପ୍ରକ୍ରିୟା
ସମକକ୍ଷ : ସଙ୍ଗୀତାତ୍ମକ ପ୍ରକ୍ରିୟା
ଅନ୍ୟ ଭାଷାରେ ଅନୁବାଦ :