ଅର୍ଥ : ଆଷାଢ଼ ଶୁକ୍ଳ ପକ୍ଷର ଏକାଦଶୀ
ଉଦାହରଣ :
ଦେବଶୟନଏକାଦଶୀକୁ ଭଗବାନ ବିଷ୍ଣୁଙ୍କ ଶୋଇବା ଦିନ ବୋଲି ବିଚାର କରାଯାଏ
ସମକକ୍ଷ : ଆଷାଢ଼-ଶୁକ୍ଳ ଏକାଦଶୀ, ଦେବଶୟନଏକାଦଶୀ, ପଦ୍ମା ଏକାଦଶୀ, ଶୟନଏକାଦଶୀ
ଅନ୍ୟ ଭାଷାରେ ଅନୁବାଦ :
आषाढ़ के शुक्ल पक्ष की एकादशी।
शयनैकादशी को भगवान विष्णु के सोने का दिन माना जाता है।