ଅର୍ଥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ଉଦାହରଣ :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ଅନ୍ୟ ଭାଷାରେ ଅନୁବାଦ :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersଅର୍ଥ : ଯେ ବହୁତ ବଡ଼ ବା ଭଲ
ଉଦାହରଣ :
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ସମକକ୍ଷ : ବଡ଼, ମହାନ୍, ମୂର୍ଦ୍ଧନ୍ୟ
ଅନ୍ୟ ଭାଷାରେ ଅନୁବାଦ :
Of major significance or importance.
A great work of art.ଅର୍ଥ : ଯେ ବହୁତ ଭଲ
ଉଦାହରଣ :
ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
ସମକକ୍ଷ : ଉତ୍କୃଷ୍ଟ, ଉତ୍ତମ, ପ୍ରକୃଷ୍ଟ, ସବୁଠୁ ଭଲ
ଅନ୍ୟ ଭାଷାରେ ଅନୁବାଦ :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।ଅର୍ଥ : ଜ୍ଞାନଆଦି ଦୃଷ୍ଟିରୁ ଯେ ବହୁତ ବଡ଼
ଉଦାହରଣ :
ଏହି ସମ୍ମିଳନୀରେ କେତେଜଣ ଶ୍ରେଷ୍ଠବିଦ୍ୱାନ ଭାଗ ନେଉଛନ୍ତି ସେ ସଂସ୍କୃତରେ ମହାପଣ୍ଡିତ
ଅନ୍ୟ ଭାଷାରେ ଅନୁବାଦ :