ଅର୍ଥ : ହିନ୍ଦୁମାନଙ୍କର ଜଣେ ପ୍ରଧାନ ଅଗ୍ର ପୂଜ୍ୟ ଦେବତା ଯାହାଙ୍କ ଶରୀର ମନୁଷ୍ୟ ଭଳି ଏବଂ ମୁଣ୍ଡ ହାତୀ ଭଳି ହୋଇଥାଏ
ଉଦାହରଣ :
ଗଣେଶଙ୍କ ବାହନ ମୂଷା
ସମକକ୍ଷ : ଏକଦନ୍ତ, ଗଜାନନ, ଗଣନାଥ, ଗଣପତି, ଗଣେଶ, ଗଣେଶ୍ୱର, ଗୌରୀସୁତ, ବକ୍ରତୁଣ୍ଡ, ବିଘ୍ନେଶ, ବିନାୟକ, ଲମ୍ବୋଦର, ହେରମ୍ବ
ଅନ୍ୟ ଭାଷାରେ ଅନୁବାଦ :
सनातन धर्म के एक प्रधान एवं अग्रपूज्य देवता जिनका शरीर मनुष्य का और सिर हाथी का होता है।
गणेश जी का वाहन मूषक है। किसी भी कार्य या मङ्गल कार्य के शुभारम्भ में श्री गणेश जी की पूजा-अर्चना की जाती है।ଅର୍ଥ : କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା
ଉଦାହରଣ :
ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
ଅନ୍ୟ ଭାଷାରେ ଅନୁବାଦ :