ଅର୍ଥ : ସନ୍ଦେହଯୁକ୍ତ ଆମଦାନୀ
ଉଦାହରଣ :
ତାହାର ଶୂନ୍ୟବୃତ୍ତି ଓ ଖର୍ଚ୍ଚର କୌଣସି ସମ୍ପର୍କ ନାହିଁ
ଅର୍ଥ : ପ୍ରତିବନ୍ଧକ ନଥିବା ଆୟ
ଉଦାହରଣ :
ଆମ ଦେଶରେ ଅନେକ ଲୋକ ଶୂନ୍ୟବୃତ୍ତିରେ ବଞ୍ଚନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह आमदनी जो बँधी-बँधाई न हो या अनिश्चित हो।
हमारे देश में लाखों लोग आकाशवृत्ति पर ही जिंदा रहते हैं।The financial gain (earned or unearned) accruing over a given period of time.
incomeଅର୍ଥ : ଶୂନ୍ୟବୃତ୍ତି ଯାହାର ସାହାରା
ଉଦାହରଣ :
କେତେ ଯେ ଶୂନ୍ୟବୃତ୍ତି ଶ୍ରମିକ ଏଠାରେ ଅଧା ପେଟ ଖାଇ ଜୀବନଯାପନ କରୁଛନ୍ତି
ସମକକ୍ଷ : ଶୂନ୍ୟ-ବୃତ୍ତି
ଅନ୍ୟ ଭାଷାରେ ଅନୁବାଦ :
जिसे आकाशवृत्ति का ही सहारा हो।
कितने ही आकाशवृत्तिक मज़दूर यहाँ आधा पेट खाकर ही जीते हैं।