ଅର୍ଥ : ଝାଉଁଳିବା ପ୍ରକ୍ରିୟା
ଉଦାହରଣ :
ଗଛକୁ ଝାଉଁଳାରୁ ରକ୍ଷାକରିବାପାଇଁ ନିୟମିତ ପାଣି ସିଞ୍ଚନ କରିବା ଦରକାର
ସମକକ୍ଷ : ଝାଉଁଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଶୁଖିଲା ହେବାର ଅବସ୍ଥା ବା ଭାବ
ଉଦାହରଣ :
ଶୀତ ସମୟରେ ଚମଡ଼ାର ଶୁଷ୍କତା ଦୂର କରିବାପାଇଁ ତେଲ ବା କ୍ରିମର ବ୍ୟବହାର କରନ୍ତୁ ଏଠିକାର ପବନରେ ଶୁଷ୍କତା ଅଧିକ
ସମକକ୍ଷ : ଅନାର୍ଦ୍ରତା, ଶୁଖିଲାପଣ
ଅନ୍ୟ ଭାଷାରେ ଅନୁବାଦ :
The condition of not containing or being covered by a liquid (especially water).
dryness, waterlessness, xerotes