ଅର୍ଥ : ପରର ହିତ ଇଛା କରୁଥିବା ବ୍ୟକ୍ତି
ଉଦାହରଣ :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
ସମକକ୍ଷ : ପରହିତୈଷୀ, ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭେଚ୍ଛୁ
ଅନ୍ୟ ଭାଷାରେ ଅନୁବାଦ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherଅର୍ଥ : ହିତ ବା ଭଲ ଚାହୁଁଥିବା
ଉଦାହରଣ :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
ସମକକ୍ଷ : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
ଅନ୍ୟ ଭାଷାରେ ଅନୁବାଦ :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।