ଅର୍ଥ : କାହାରିପାଇଁ କରାଯାଉଥିବା ଭଲ କାମନା
ଉଦାହରଣ :
ମା ବାପାଙ୍କ ହୃଦୟରେ ପିଲାଙ୍କପାଇଁ ସର୍ବଦା ଶୁଭକାମନା ଥାଏ
ସମକକ୍ଷ : ଶୁଭେଚ୍ଛା
ଅନ୍ୟ ଭାଷାରେ ଅନୁବାଦ :
(usually plural) a polite expression of desire for someone's welfare.
Give him my kind regards.ଅର୍ଥ : କାହାର ଶୁଭକଥା ବା ମଙ୍ଗଳ କାମରେ ଶୁଭ ମନାସିବା ବ ଆନନ୍ଦ ପ୍ରକାଶ କରୁଥିବା କଥା
ଉଦାହରଣ :
ଅଯୋଧ୍ୟାରେ ରାମ ଜନ୍ମ ଅବସରରେ ସମସ୍ତେ ରାଜା ରାଣୀଙ୍କୁ ଅଭିନନ୍ଦନ ଜଣେଇଲେ
ସମକକ୍ଷ : ଅଭିନନ୍ଦନ, ବଧେଇ, ମଙ୍ଗଳକାମନା
ଅନ୍ୟ ଭାଷାରେ ଅନୁବାଦ :
किसी के यहाँ कोई शुभ बात या काम होने पर अच्छी कामना और आनंद प्रकट करनेवाली बातें।
अयोध्या में राम-जन्म पर सभी लोग राजा और रानी को बधाई दे रहे थे।(usually plural) an expression of pleasure at the success or good fortune of another.
I sent them my sincere congratulations on their marriage.