ଅର୍ଥ : ଅତିଶୀଘ୍ର
ଉଦାହରଣ :
ସ୍କୁଲ ପାଠପଢ଼ା ଶୀଘ୍ର କରିଦେବୁତ ମୁଁ ତୋତେ ବୁଲାଇବାକୁ ନେଇଯିବି
ଅନ୍ୟ ଭାଷାରେ ଅନୁବାଦ :
शीघ्रता से या बिना विलम्ब किए।
कक्षा कार्य जल्दी करोगे तो मैं तुम्हें घुमाने ले जाऊँगी।ଅର୍ଥ : ନିର୍ଦ୍ଧାରିତ ସମୟ ଆଗରୁ
ଉଦାହରଣ :
ଆନନ୍ଦ ଆଜି କାର୍ଯ୍ୟାଳୟକୁ ଶୀଘ୍ର ଆସିଲା
ସମକକ୍ଷ : ଜଲଦି
ଅନ୍ୟ ଭାଷାରେ ଅନୁବାଦ :
Before the usual time or the time expected.
She graduated early.ଅର୍ଥ : ଯେଉଁଥିରେ ବିଳମ୍ବ ହୁଏନାହିଁ
ଉଦାହରଣ :
ତୁରନ୍ତ କଥାବାର୍ତ୍ତାମାଧ୍ୟମରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ
ସମକକ୍ଷ : ଅବିଳମ୍ବ, ତୁରନ୍ତ, ତ୍ୱରିତ
ଅନ୍ୟ ଭାଷାରେ ଅନୁବାଦ :
Performed with little or no delay.
An immediate reply to my letter.