ଅର୍ଥ : ମୁଣ୍ଡରେ ପିନ୍ଧା ଯାଉଥିବା ଏକ ଗହଣା
ଉଦାହରଣ :
ବିବାହର ବର୍ଷପୂର୍ତ୍ତି ଅବସରରେ ତାଙ୍କ ପତିଙ୍କ ଦ୍ୱାରା ଉପହାର ସ୍ୱରୂପ ଗୋଟିଏ ମଥାମଣି ଭେଟି ମିଳି ଥିଲା
ସମକକ୍ଷ :
ମଥାମଣି
ଅନ୍ୟ ଭାଷାରେ ଅନୁବାଦ :
सिर पर पहनने का एक गहना।
सालगिरह के अवसर पर उसके पति द्वारा उपहार स्वरूप एक सिरबंदी भेंट की गयी।
सिरबंदी
An adornment (as a bracelet or ring or necklace) made of precious metals and set with gems (or imitation gems).
jewellery,
jewelry