ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କବାଟରେ ଲଗା ଯାଇଥିବା ଜଂଜିର ଭଳି ଏକ ଉପକରଣ ଯାହାକୁ କବାଟ ବନ୍ଦ କରିବା ନିମନ୍ତେ କୁହୁଣ୍ଡାରେ ଭର୍ତ୍ତି କରାଯାଏ
ଉଦାହରଣ : ରାତିରେ ଶୋଇବା ସମୟରେ ମୁଁ କବାଟର ଶିକୁଳି ବନ୍ଦ କରି ଦିଏ
ସମକକ୍ଷ : ଶିକୁଳୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
किवाड़ में लगा वह जंजीरनुमा उपकरण जो किवाड़ बंद करने के लिए कुंडे में फँसाया जाता है।
ଅର୍ଥ : ପଶୁଙ୍କୁ ବାନ୍ଧିବାପାଇଁ ସେମାନଙ୍କ ଗଳାରେ ପିନ୍ଧାଯାଉଥିବା ଧାତୁ ନିର୍ମିତ କଡ଼ି
ଉଦାହରଣ : କୁକୁରକୁ ଜଞ୍ଜିରରେ ବାନ୍ଧିଦିଅ
ସମକକ୍ଷ : ଜଞ୍ଜିର, ଶିକୁଳୀ, ଶୃଙ୍ଖଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
पशुओं को बाँधने के लिए उनके गले में पहनाई हुई धातु की कड़ी।
A series of (usually metal) rings or links fitted into one another to make a flexible ligament.
ସଂସ୍ଥାପନ କରନ୍ତୁ