ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦଉଡ଼ି ବା ତାରରେ ତିଆରି ଯେଉଁ ଜାଲକୁ ଖାଦ୍ୟପେୟ ଜିନିଷ ରଖିବାପାଇଁ ଛାତ ବା କାନ୍ଥରେ ଟଙ୍ଗା ଯାଇଥାଏ
ଉଦାହରଣ : ରାତିରେ ଶୋଇଲା ବେଳେ ମାଆ ଦହିକୁ ଶିକାରେ ରଖିଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
रस्सियों या तारों का वह जाल जो खाने-पीने की चीज़ें आदि रखने के लिए छत या दीवार आदि से लटकाया जाता है।
ସଂସ୍ଥାପନ କରନ୍ତୁ