ଅର୍ଥ : ଅଧିକାର, ବଳ ବା ସାମର୍ଥ୍ୟର ଉପଭୋଗ କରି ଯେଉଁ ଶକ୍ତି ନିଜ କାମ କରେ
ଉଦାହରଣ :
ଇନ୍ଦିରାଗାନ୍ଧୀ ୧୯୭୫ ରେ ନିଜ କ୍ଷମତାବଳରେ ଜରୁରୀକାଳୀନ ଅବସ୍ଥା ଘୋଷଣା କରିଥିଲେ
ସମକକ୍ଷ : ଆଧିପତ୍ୟ, କ୍ଷମତା, ପ୍ରଭୁତ୍ୱ, ସତ୍ତା
ଅନ୍ୟ ଭାଷାରେ ଅନୁବାଦ :
The power or right to give orders or make decisions.
He has the authority to issue warrants.ଅର୍ଥ : ଦେଶ, ରାଜ୍ୟ ଆଦିର ଶାସନ ପ୍ରବଂଧ କରୁଥିବା ସଂସ୍ଥା
ଉଦାହରଣ :
ସରକାର ନିଜ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
The organization that is the governing authority of a political unit.
The government reduced taxes.ଅର୍ଥ : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
ଉଦାହରଣ :
ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
ସମକକ୍ଷ : ଅନୁଶାସନ, ପ୍ରଶାସନ, ଶାସନବ୍ୟବସ୍ଥା
ଅନ୍ୟ ଭାଷାରେ ଅନୁବାଦ :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।