ଅର୍ଥ : ଧାନର ପତ୍ର ଭଳି ହାଲୁକା ସବୁଜ ରଙ୍ଗର
ଉଦାହରଣ :
ବର୍ଷା ଋତୁରେ ଧରଣୀ ଏଭଳି ଲାଗେ ସତେ ଯେପରି ସେ ଶୁଆପକ୍ଷିଆ ଓଢ଼ଣୀ ଘୋଡ଼ିହୋଇଛି
ସମକକ୍ଷ :
ଶୁଆପକ୍ଷିଆ
ଅନ୍ୟ ଭାଷାରେ ଅନୁବାଦ :
धान की पत्तियों का-सा हल्के हरे रंग का।
वर्षा ऋतु में धरती ऐसी लगती है मानो वह धानी चुनरी ओढ़े हुए है।
तोतई,
धानी