ଅର୍ଥ : ନବରତ୍ନ ମଧ୍ୟରେ ଗଣାଯାଉଥିବା ନୀଳ ରଙ୍ଗର ଏକ ରତ୍ନ
ଉଦାହରଣ :
ସେ ନୀଳମଣି ଜଡ଼ିତ ମୁଦି ପିନ୍ଧିଥିଲେ
ସମକକ୍ଷ : ଇନ୍ଦ୍ରନୀଳମଣି, ନୀଳମଣି
ଅନ୍ୟ ଭାଷାରେ ଅନୁବାଦ :
A precious transparent stone of rich blue corundum valued as a gemstone.
sapphire