ଅର୍ଥ : ଲଢ଼ିକରି ମରିବା
ଉଦାହରଣ :
ରାଣୀ ଲକ୍ଷ୍ମୀବାଈ ୧୮୫୭ ମସିହା ସଂଗ୍ରାମରେ ଝାସଦେଲେ
ସମକକ୍ଷ : ଝାସଦେବା, ଯୁଦ୍ଧକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସବୁବେଳେ ଲଢ଼େଇ ବା ବିରୋଧ କରିବା
ଉଦାହରଣ :
ଶ୍ୟମ ସମସ୍ତଙ୍କ ସାମ୍ନାରେ ମୋ ସହିତ ପ୍ରତିଦ୍ୱନ୍ଦିତା କଲା, ଏବେ ମୁଁ ତାକୁ ଛାଡ଼ିବି ନାହିଁ
ସମକକ୍ଷ : ପ୍ରତିଦ୍ୱନ୍ଦିତା କରିବା
ଅନ୍ୟ ଭାଷାରେ ଅନୁବାଦ :
बराबर वालों से लड़ाई या विरोध करना।
श्याम मुझसे हमेशा प्रतिद्वंद्विता करता है।